କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

0 178

ବ୍ରହ୍ମପୁର, ୩୦/୧୨(ଏସଏସନିୟୁଜ) ଆଜି ଭୋରୁ ଗଂଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର‌୍ୟ୍ୟାଳୟର କନିଷ୍ଠ କିରାଣୀ ଏଲ. କାମରାଜୁ ଦାସଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । କିରାଣୀଙ୍କ ବ୍ରହ୍ମପୁର ସ୍ଥିତି କାର୍ଯ୍ୟାଳୟ, ଆଙ୍କୁଲି ଖାଲା ସାହି ସ୍ଥିତ ବାସଭବନ ସମେତ ଅନ୍ୟ ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ

Leave A Reply

Your email address will not be published.