କୋଟିଏ ୩୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ

0 273

ବାଲେଶ୍ୱର,୮/୯(ଏସଏସନିଉଜ)ବାଲେଶ୍ୱରରୁ ପୁଣି ୧ କୋଟି ୩୦ ଲକ୍ଷର ବ୍ରାଉନ୍‌ସୁଗାର ଜବତ ହୋଇଛି ।୧୩୮୦ ଗ୍ରାମ୍ର ବ୍ରାଉନ୍‌ସୁଗାର ଜବତ କଲା ଏସ୍ଟିଏଫ୍ ଓ ବାଲେଶ୍ୱର ପୋଲିସ ।ଅରଡ଼ବଜାର ରେଲୱେ ଲେଭଲ୍ କ୍ରସିଂ ପାଖରୁ ଚଢ଼ାଉ କରି ଜବତ କରିଛି ।ଚଢ଼ାଉ ବେଳେ ନିଶା ମାଫିଆ ସେକ୍ ରଫିକ୍ ଓରଫ୍ ରୁଗାକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି ।

Leave A Reply

Your email address will not be published.