ଖୁଂଟୁଣି,୧୬/୧(ଏସ୍ଏସ୍ ନିୟୁଜ)ଭୁବନେଶ୍ୱର-ଲୋକମାନ୍ୟତିଳକ ଏକ୍ସପ୍ରସ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଘନକୁହୁଡି ଯୋଗୁ ଏହା ଲାଇନଚ୍ୟୁତ ହୋଇଛି । କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଏପରି ହୋଇଥିବାର ଜଣାପଡିଛି । ତେବେ ୫୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ପ୍ରାୟ ସମସ୍ତେ ସୁରକ୍ଷିତ ଥିବାର ଜଣାପଡିଛି ।
ଏସ୍୧୦ ବଗିଟି ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଥିବାର ଦେଖିବାକୁ ମିଳିଛି ।ତେବେ ଯାତ୍ରୀମାନେ ସେହିଜାଗାରେ ଅଟକି ରହିଥିବାର ଜଣାପଡିଛି ।