କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଧରାପଡିଲେଣି ୧୫

0 49

 

ବୌଦ୍ଧ,୨୪।୨(ଏସଏସନିଉଜ)ବୌଦ୍ଧପୋଲିସ ୩ କୁଇଂଟାଲ ଗଂଜେଇ ଜବତ କରିବା ସହ ଗୋଟିଏ ଟ୍ରକ ଜବତ କରିଛି ପୋଲିସ୍ ।ଏହାସହ ଦୁଇଜଣଙ୍କୁ ଗିରଫ ହୋଇଛନ୍ତି ।ଆନ୍ତରାଜ୍ୟ ଚାଲାଣ ବେଳେ ବୌଦ୍ଧବ୍ରିଜ୍ ନିକଟରୁ ଏହି ଗଂଜେଇ ଧରାପଡ଼ିଛି । ବୌଦ୍ଧ ପୋଲିସ୍ ପ୍ରାୟ ୧୫ଦିନ ଭିତରେ ପ୍ରାୟ ୨ଟନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍, ଗୋଟିଏକାର, ବାଇକ ଜବତକରି ୧୫ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି।

Leave A Reply

Your email address will not be published.