ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ

ଜଣେ ମାଓବାଦୀ ନିହତ

0 55

 

ମାଲକାନଗିରି,୨୪।୨(ଏସଏସନିଉଜ) ମାଲକାନ ଗିରି ସୀମାନ୍ତରେ ହୋଇଥିବାରପୁଲିସ-ମାଓବାଦୀ ଗୁଳିବିନିମୟରେ ଜଣେମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ସୁକୁମାଜିଲ୍ଲା ବୁର୍କାଲଂକା ଜଂଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ।ଡିଆରଜି ଯବାନମାନେ ମାଓବାଦୀମାନଙ୍କୁ କଡ଼ାଜବାବ ଦେଇଥିଲେ।ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave A Reply

Your email address will not be published.