ଲାଗିଲା ୧୪୪ ଧାରା

0 187

ବ୍ରହ୍ମପୁର, ୨୧/୧୨(ଏସଏସନିୟୁଜ) ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ବିବାଦ ଏବେ ସାରା ଓଡ଼ିଶା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ହକ୍ ପାଇଁ ତପସ୍ୱିନୀ ସୁମିତଙ୍କ ଘର ଆଗରେ ଧାରଣା ଦେଇଛନ୍ତି । କାଲି ସନ୍ଧ୍ୟାରେ ସୁମିତଙ୍କ ଘରେ ଧସେଇ ପଶିଥିଲେ ମହିଳା । ତେବେ ସୁରକ୍ଷା ଦୃଷ୍ଟିରୁ ଓ ଘଟଣାସ୍ଥଳରେ ଗହଳି ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ୧୪୪ ଧାରା ଜାରି କରିଛି । ବ୍ରହ୍ମାନଗରରେ ୧୪୪ ଧାରା ଜାରି ହୋଇଛି ଓ ସୁମିତଙ୍କ ଘର ଥିବା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି ।

 

Leave A Reply

Your email address will not be published.