ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

0 330

ଭଦ୍ରକ, ୭/୯(ଏସଏସନିୟୁଜ) ଏକ ଅଟୋରେ ନକଲି ଜର୍ଦ୍ଦା ନେଇ ଯାଜପୁର ଯାଉଥିବାବେଳେ ପୁରୁଣାବଜାର ପୁଲିସ ହାତରେ ଧରାପଡିଛି ।ବିଶେଷସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଅଟୋସହ ଦେଢ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦାକୁ ଜବତ କରିଛି ।ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।ଏହିଗଟଣାରେ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟଚାଳଣ କରିଛି ।

Leave A Reply

Your email address will not be published.