ବାଇକକୁ ଧକ୍କାଦେଲା ବସ

0 118

ସୁବର୍ଣ୍ଣପୁର,୨୩/୧୧(ଏସଏସ ନିଉଜ) କଳାପଥର ଛକ ନିକଟରେ ବାଇକକୁ ଧକ୍କା ଦେଲା ବସ।ଦୁର୍ଘଟଣାରେ ସ୍ତ୍ରୀ ମୃତୁବରଣ କରିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ସୋନପୁରରେ ଥିବା ଏକ ମନ୍ଦିରକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.