ବାଲେଶ୍ୱର,୨୧/୯(ଏସଏସ ନିଉଜ) ଲୁଟ୍ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ହାଣି ପକାଇଲେ ଲୁଟେରା । ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ରେମୁଣା ମେଡିକାଲରେ ଭର୍ତ୍ତି କରାଯାଇଛି । ନରହରିପୁର ବାଇପାସ୍ ନିକଟରେ ବାଇକ୍ ଆରୋହୀ ୩ ଲୁଟେରା କରିଥିଲେ ଆକ୍ରମଣ ।

Prev Post
Next Post