ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ

0 135

ଭଂଜନଗର,୨୧/୯(ଏସଏସ ନିଉଜ)ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଭୁସ୍ଖଳନ ହେବାରୁ ରାସ୍ତା ବନ୍ଦ ହୋଇଯାଇଛି।ଦାରିଙ୍ଗବାଡ଼ି ଘାଟି ରାସ୍ତାର ୪ ନମ୍ବର ବୁଲାଣି ନିକଟରେ ଭୂସ୍ଖଳନ ଘଟିଛି।ରାସ୍ତା ଉପରେ ଗଦା ହୋଇଛି ପଥର, ମାଟି ପଡ଼ିଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି।

Leave A Reply

Your email address will not be published.