କୋରାପୁଟ,୧୩/୫(ଏସ ଏସ ନିଉଜ) ଜୟପୁରରେ ବ୍ୟାଙ୍କରୁ ଟଙ୍କା ନେଇ ଆସିବା ବେଳେ ବ୍ୟବସାୟୀ ପି ସୁଦର୍ଶନ ରାଓଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।ବାଇକ୍ରେ ଆସି ୨ ଦୁର୍ବୃତ୍ତ ଲୁଟ କରିଛନ୍ତି ।୨୫୦ ଟଙ୍କା ପକାଇ ତଳେ ପକାଇ ଲକ୍ଷେ ଟଙ୍କା ଥିବା ବ୍ୟାଗ ଝାମ୍ପି ନେଇଛନ୍ତି ୨ ଦୁର୍ବୃତ୍ତ ।