ମା ହେଲା ବିଜ୍‌ଲି

0 547

ବାରଙ୍ଗ,୧୮/୩(ଏସଏସନିଉଜ)ନନ୍ଦନକାନନ ପାଇଁ ଖୁସି ଖବର ମା ହେଲା ବିଜ୍‌ଲି ।ଦ୍ୱିତୀୟଥର ପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିଛି ସିଂହସଫାରୀର ଆକର୍ଷଣୀୟ ସିଂହି ବିଜ୍‌ଲି ।ସମ୍ରାଟ ସହ ମିଶି ପୁଣି ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିପାରିଛି ।ଗତ କାଲି ରାତିରେ ମା ହୋଇଛି ।ଗୋଟିଏ ଛୁଆକୁ ଜନ୍ମ ଦେଇଛି ।

ଗତ୨୦ଜୁଲାଇ୨୦୨୧ରେ ବଜ୍‌ଲି ପ୍ରଥମ କରି ଦେଇଥିବା ଛୁଆ ମଧ୍ୟରୁ ଗୋଟିଏ ଯାହାର ନାମ ବର୍ଷା ରହିଥିଲା ସିଏ ବଂଚିରହିଥିଲା ।ବିଜ୍‌ଲି ପୁଣି ଛୁଆ ଦେଇଥିବାର ଜଣାପଡିବାପରେ ନନ୍ଦନକାନନ କର୍ମଚାରୀମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।

Leave A Reply

Your email address will not be published.