ମା ହେଲା ପୁର୍ଣିମା

0 285

ବାରଙ୍ଗ,୧୫/୨(ଏସ୍‌ଏସ୍‌ନିୟୁଜ) ଚତୁର୍ଥଥରପାଇଁ ମା ହୋଇଛି ପୁର୍ଣିମା ।ସୋମବାର ସକାଳେ ଏକ ନବଜାତକକୁ ଜନ୍ମ ଦେଇଛି ।ନବଜାତକକୁ ପାଖରୁ ଛାଡୁନଥିବାବେଳେ କୋଳରେ ଧରି ବୁଲୁଛି ।ମା ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି ।ଆମେ କହୁଛୁ ନନ୍ଦନକାନନ କଥା । ନନ୍ଦନକାନନର ୬୦ନଂ ଖୁଆଡରେ ରହୁଥିବା ୨୦ବର୍ଷିୟା ସିମ୍ପାଜି ପୁର୍ଣିମା । ଜୁଲୁ ଓ ପାମ୍ପେଟାର ଦ୍ୱତୀୟଗର୍ଭସ୍ଥ ସନ୍ତାନ ପୁର୍ଣିମା ଚତୁର୍ଥଥରପାଇଁ ଶାବକ ଜନ୍ମଦେଇ ସମସ୍ତଙ୍କପାଇଁ ଖୁସିର ମାହୋଲ ସୃଷ୍ଟି କରିପାରିଛି ।ଏବେ ଏହି ନବଜାତକକୁ ମିଶାଇ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ୭କୁ ବୃଦ୍ଧିପାଇଛି ।ସେଥିମଧ୍ୟରେ ଗୋଟିଏ ଅଣ୍ଡିରା,୬ଟିମାଇ ଓ ନବଜାତକର ଲିଙ୍ଗ ନିରୁପଣ ହୋଇପାରିନାହିଁ ।

(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.