ମାଆରମୃତଦେହ ଟ୍ରଲିରେବୋହିଲା ପୁଅ

ମୃତଦେହ ନେବ କିଏ ?

0 32

ବାଙ୍କୀ,୨୭ା୩(ଏସଏସନିଉଜ) ମାମରଶରୀରକୁ ଟ୍ରଲିରେ ବୋହିକି ନେଲା ପୁଆଗୋପାଳପୁରରୁ ହରିରାଜପୁରକୁ ମୃତଦେହ ବୋହି ନେଲା ପୁଆକଣ ପାଇଁ ଟ୍ରଲିରେ ମୃତଦେହ ନେଇଥିଲା ଜଣାପଡ଼ି ନାହିାଁମୃତମହିଳା ଗୋପାଳପୁରର ହୋଇଥିବାବେଳେ ହରିରାଜପୁର ସମ୍ପର୍କୀୟ ଘରକୁ ଆସିଥିଲୋ ସମ୍ପର୍କୀୟ ଘରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମୃତଦେହ ନେବ କିଏ ?
କଟକଏସସିବିରୁ ମୃତଦେହକୁ ନେବାକୁ ଦୁଇପକ୍ଷ ମଧ୍ୟରେ ଟଣାଓଟରା ଲାଗିଥିଲା ।ଜଣେ କନଷ୍ଟେବଲଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ଶବ ପାଇଁ ଟଣାଓଟରା ଲାଗିଥିଲା ।ମୃତକଙ୍କ ପ୍ରଥମ ସ୍ତ୍ରୀ ଓ ବାପା ମାଆଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା ।ଶବବ୍ୟବଚ୍ଛେଦ ଗୃହ ଆଗରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।ମୃତକ ଖୋର୍ଦ୍ଧାର ହୋଇଥିବାବେଳେ ଫୁଲନଖରା ଟ୍ରାଫିକ ଥାନାରେ କନଷ୍ଟେବଲ ଥିଲୋପ୍ରଥମ ସ୍ତ୍ରୀଙ୍କ ସହ ମୃତକଙ୍କର ଛାଡ଼ପତ୍ର ମାମଲା ବିଚାରାଧୀନ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.