ମାଛଧରା ସାଜିଲା କାଳ

ଭାସିଗଲେ ଗୋଟିଏ ପରିବାରର ୩ ଜଣ

0 140

ବଲାଙ୍ଗିର,୧୪।୯(ଏସଏସନିଉଜ)ମାଛଧରା ସାଜିଥିଲା ।ମାଛ ଧରିବାକୁ ଯାଇ ଭାସିଯାଇଛନ୍ତି ଗୋଟିଏ ପାରିବାରର ୩ ଜଣ। ଆଗଲପୁରଥାନା ଭରସୁଜା ଗାଁରେଏହି ଘଟଣାଘଟିଛି।ଭାସିଯାଇ ଥିବା ୩ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି ଓ ଜଣେ ନିଖୋଜ ଅଛନ୍ତି। ନିଖୋଜ ଥିବା ଅନ୍ୟ ଜଣଙ୍କୁ ଖୋଜାଖୋଜି ଆରମ୍ଭ କରିଛି ଅଗ୍ନିଶମ ବାହିନୀ l

Leave A Reply

Your email address will not be published.