ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

0 308

ଖୋର୍ଦ୍ଧା,୭/୫(ଏସ ଏସ ନିଉଜ) ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।ଖୋର୍ଦ୍ଧା ଟାଙ୍ଗି ବୋଡଙ୍ଗ ରାପା ଟଣା ୟୁପି ସ୍କୁଲରେ ଏହି ଘଟ ଣାଟି ଘଟିଥିବା ଜଣାପଡିଛି । ମଧ୍ୟାହ୍ନ ଭୋଜନ ଖାଇ ସରିବା ପରେ ୬ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିବାରୁ ତୁରନ୍ତ ତାଙ୍କୁ ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବାର ଜଣାପଡିଛି ।

Leave A Reply

Your email address will not be published.