ମାଗଣାରେ ୩ଦିନ ତାଜମହଲ ବୁଲପାରିବେ ପର୍ଯ୍ୟଟକ

0 187

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ତିନିଦିନ ମାଗଣାରେ ତାଜମହଲବୁଲିବା ସହିତ ଶାହାଜାହାନ ଓ ମୁମତାଜଙ୍କ ପ୍ରକୃତକବରକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ ।ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମପୂର୍ଣ୍ଣତିଥି ଅବସରରେ ଫେବୃଆରି୧୭ ଓ ୧୯ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ଯ୍ୟଟକ।ଉର୍ସର ମୁଖ୍ୟଆକର୍ଷଣ ସବୁବର୍ଷଭଳି ସର୍ବଧର୍ମ ସଦ୍‌ଭାବରପ୍ରତୀକ ସତରଙ୍ଗୀଚାଦର ରହିବ। ୧,୪୫୦ମିଟରର ଚାଦର ଶାହାଜାହାନଙ୍କ କବରରେ ଚଢ଼ାଯିବ। ଏହାପରେ ତାଜମହଲ ପ୍ରାଙ୍ଗଣରେ ଲଙ୍ଗର ବଣ୍ଟାଯିବ।

Leave A Reply

Your email address will not be published.