ମହାମହିମ ରାଜ୍ୟପାଳଙ୍କ ପାଇଁ ଅଗ୍ନିହୋତ୍ରଯଜ୍ଞ

ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ହେଲା ଅଗ୍ନିହୋତ୍ରଯଜ୍ଞ

0 390

 

ଭୁବନେଶ୍ୱର, ୩/୧୧(ଏସ ଏସ ନିୟୁଜ) ପଟିଆ,କାନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ତରଫରୁ ଓଡ଼ିଶାର ପ୍ରଥମ ନାଗରିକ ତଥା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ମହାମାରୀ କରୋନା ଜନିତ ଅସୁସ୍ଥତାର ଆଶୁ ଆରୋଗ୍ୟ କାମନା କରି ବିଦ୍ୟାଳୟ ପରିସରରେ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ

କରାଯାଇଥିଲା । ଇତ୍ୟବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣି,ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ର, ଉପଦେଷ୍ଟା ଶ୍ରୀଯୁକ୍ତ ରବି ନାରାୟଣ ଜେନା, ଶ୍ରୀଯୁକ୍ତ ଜୟପ୍ରକାଶ ମିଶ୍ର, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଓ ଶିକ୍ଷା କର୍ମଚାରୀଙ୍କ ସହଯୋଗରେଓଁ ଶ୍ରୀ ଅଚ୍ୟୁତୟ ନମଃ, ଓଁ ଶ୍ରୀଅନନ୍ତାୟ ନମଃ, ଓଁ ଶ୍ରୀ ଗୋବିନ୍ଦାୟ  ନମଃ ଧ୍ବନୀରେ ୧୦୮ଅର୍ଘ୍ୟ ଅର୍ପଣ କରି ଯଜ୍ଞକାର୍ଯ୍ୟ ସମ୍ପାଦିତ ହୋଇଛି ।

Leave A Reply

Your email address will not be published.