ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ

0 131

ପୁରୀ,୨/୭(ଏସଏସନିଉଜ) ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଚାର କାର୍ୟ୍ୟ ଆରମ୍ଭ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପଦୀ ମୁର୍ମୁ । ପାଖାପାଖି ଅଧଘଣ୍ଟା ଧରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ ବେଢା ପରିକ୍ରମା କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀନୀ। ଏଥିସହ ଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ପାଦକ ରବୀଦ୍ର ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁର୍ମୁ।

Leave A Reply

Your email address will not be published.