ଭୁବନେଶ୍ୱର,୧୫ା୨(ଏସଏସନିଉଜ)ମହିଳାIICଙ୍କ ଗାଲରେ ହାତମାରି ମୁହଁ ପେଲିଦେଲେ ଜୟନାରାୟଣ ମିଶ୍ର । ପରେ IICବି କଲେ ପ୍ରତିଆକ୍ରମଣ । ପୁଣିଚର୍ଚ୍ଚାରେ ବିଜେପିନେତା ଜୟନାରାୟଣା ସମ୍ବଲପୁର ଧନୁପାଲ୍ଲୀଥାନାଓଓଉ ଅନୀତାପ୍ରଧାନଙ୍କୁ ବିରୋଧୀଦଳନେତା ଜୟନାରାୟଣମିଶ୍ରଙ୍କ ଉଦ୍ଦେଶ୍ୟମୂଳକ ଆକ୍ରମଣ ଅଭିଯୋଗ । ଥାନାପୋଡ଼ିଦେବାକୁ ବି ଦେଲେ ଧମକା ସୂଚନାଯୋଗ୍ୟଯେ, ଆଜି ବିଜେପିପକ୍ଷରୁ ଜିଲ୍ଲାପାଳଙ୍କଅଫିସ ଘେରାଉବେଳେ ଧସ୍ତାଧସ୍ତି କଥା କଟାକଟି ଓ ଠେଲାପେଲା ହୋଇଥିଲା ।
