ମହିଳା ମହାସଂଘ ବୈଠକ

0 670

ଡେଲାଙ୍ଗ ୧୯/୧୦(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ପରିସରରେ ଆଜି ମହିଳାମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରୁ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଆକାଳ ବିୟୋକୁରେ ୨ ମିନିଟ ନିରବ ପାର୍ଥନା କରାଯାଇ ଥିଲା । ଏହି ଅବସରରେ ମହିଳା ମହାସଂଘ ସଭାପତି ବିଦୁଲତା ସ୍ୱାଇଁ ,ସମ୍ପାଦିକା ବାସନ୍ତୀ ସାହୁ,ବନିତା ଦାସ, ସ୍ୱର୍ଣ୍ଣମୟୀ ଜେନା ,ପ୍ରତିମା ଦାସ,ଶୁଭଲକ୍ଷ୍ମୀ ସ୍ୱାଇଁ,କଳ୍ପନା ପରିଡା,ଆଶାଲତା ସୁନ୍ଦରାୟ, ଉଶାରାଣୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦଶ୍ୟ ମାନେ ଉପସ୍ଥିତ ଥିଲେ । ସରକାରଙ୍କ ପକ୍ଷରୁ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ମହିଳା ମିଶନ ଶକ୍ତି ପାଇଁ ଆସିଥିବା ନୂତନ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.