ନାକେଦମ ହେଲା ଜିଆରପି, ଆରପିଏଫ ଓ ଅଗ୍ନିଶମବିଭାଗ

0 190

ଭୁବନେଶ୍ୱର,୩ା୨(ଏସଏସନିଉଜ)ଦୀର୍ଘ୪ଘଣ୍ଟା ଧରି ଜଣେ ବିକୃତମାନସିକ ବ୍ରହ୍ମପୁର ରେଳଷ୍ଟେସନରେ ଉତ୍ପାତ ଦେଖାଇଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଛି ଜିଆରପି, ଆରପିଏଫ ଓ ଅଗ୍ନିଶମ ବିଭାଗ। ଷ୍ଟେସନ ୪ନମ୍ବର ପ୍ଲାଟଫର୍ମର ଲିଫ୍ଟ ଛାତ ଉପରକୁ କୌଣସି ପ୍ରକାରେ ଚଢି ଯାଇଥିଲା। ସନ୍ଧ୍ୟା ୬ଟାରୁ ରାତି ୧୦ଟାପର୍ଯ୍ୟନ୍ତ ଛାତଉପରେ ବୁଲୁଥିଲା। ଶେଷରେ ବହୁ ପ୍ରଲୋଭନଦେଖାଇ ତାକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସେ ନିଜର ନାଁ ଓ ଠିକଣା କହିପାରୁନଥିବାର ଜଣାପଡିଛି ।

Leave A Reply

Your email address will not be published.