ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା

0 153

ମାଲକାନଗିରି,୧୭ ୧(ଏସଏସ ନିଉଜ)ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା ହୋଇଛି।ମହୋତ୍ସବରେ ପ୍ରବଳ ଭିଡ଼ରୁ ଦଳାଚକଟା ହେବାରୁ ୫ଜଣ ଆହତ ହୋଇଥିବାର ଜଣାପଡିଛି।ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା।ଗତକାଲି ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆଙ୍କ କାର୍ଯ୍ୟକ୍ରମ ଥିଲା।

Leave A Reply

Your email address will not be published.