ମଝି ସମୁଦ୍ରରୁ ୩ ଉଦ୍ଧାର

0 136

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ବାଲେଶ୍ୱର ମତ୍ସ୍ୟଜୀବୀ ଙ୍କ ଦ୍ୱାରା ମଝି ସମୁଦ୍ରରୁ ୩ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି। ମଝି ସମୁଦ୍ରରେ ୩ ଜଣ ହାତ ହଲାଇବାରୁ ଉଦ୍ଧାର କଲେ , ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ୩ ବାଂଲାଦେଶୀ ମତ୍ସ୍ୟଜୀବୀ ବୁଡ଼ିଯାଇଥିବା ସୂଚନା ମୁଲିଛି।

Leave A Reply

Your email address will not be published.