ମରାମତି ହେଲା ବୁଦ୍ଧଙ୍ଗ କେନାଲର ଘାଇ

0 256

ଡେଲାଙ୍ଗ, ୩/୯(ଏସଏସନିୟୁଜ)ପଟ୍ଟନାୟିକିଆ ଠାରୁ ବାହାରିଥିବା ବୁଦ୍ଧଙ୍ଗ କେନାଲରେ ସୃଷ୍ଟିହୋଇଥିବା ଘାଇ ମରାମତି ହୋଇଛି । ବୀରରାମଚନ୍ଦ୍ରପୁର ଭୋଇ ସାହି ଠାରେ ସୃଷ୍ଟିହୋଇଥିବା ଘାଇକୁ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ବାଲିବସ୍ତା ଓ କିଳା ମାଡ କରି ଜଳ ସେଚନ ବିଭାଗ ମରାମତି କରିଛି ।ଏହି କେନାଲ ପଟ୍ଟନାୟକିଆ ଠାରୁ ବାହାରି ଯମୁନାକୁଦ ପର୍ଯ୍ୟନ୍ତତ ପ୍ରାୟ ୧୧ କି,ମି ରହିଛି

Leave A Reply

Your email address will not be published.