ମାର୍ଚ୍ଚ ୩ ରୁ ଯୁକ୍ତଦୁଇ ପରୀକ୍ଷା

0 313

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ମାର୍ଚ୍ଚ ୩ ତାରିଖ ରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା । ମାର୍ଚ୍ଚ ୩ ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଥିଓରୀ ଓ ଜାନୁୟାରୀ ୨୭ ରୁ ଫ୍ରେବୁୟାରୀ ୫ ପର୍ଯ୍ୟନ୍ତ ପାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ।ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟକୁମାର ସାହୁ ।

Leave A Reply

Your email address will not be published.