ଭୁବନେଶ୍ୱର,୫।୧(ଏସଏସନିଉଜ)ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ମାର୍ଚ୍ଚ୧୦ ତାରିଖରୁ ମାଟ୍ରିକ୍, ମଧ୍ୟମାପରୀକ୍ଷା ଆରମ୍ଭହୋଇ ମାର୍ଚ୍ଚ୨୦ ତାରିଖରେ ଶେଷହେବାନେଇ ବୋର୍ଡପକ୍ଷରୁ ପରୀକ୍ଷାକାର୍ଯ୍ୟସୂଚୀ ପ୍ରକାଶପାଇଛି।ପରୀକ୍ଷା ସକାଳ ୮ଟାରୁ ଆରମ୍ଭହୋଇ ୧୦ଟାରେସରିବ। ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ନମ୍ବର ପରୀକ୍ଷାକରାଯିବ। ୫୦ନମ୍ବର ସଂକ୍ଷିପ୍ତ ଉତ୍ତର ମୂଳକପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍ଆର୍ ସିଟ୍ରେ ପୂରଣ କରାଯିବ। ଅବଶିଷ୍ଟ ୩୦ନମ୍ବର ସବ୍ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ରବୁକ୍ଲେଟ୍ରେ ଲେଖିବାକୁପଡ଼ିବ। ଗଣିତ ପରୀକ୍ଷା ଦିନ ଅତିରିକ୍ତ ୧୫ମିନିଟ୍ ସମୟ ମିଳବା
