ମାଟି ଅତଡାରେ ଦୁଇ ମୃତ

0 275

ଜୟପୁର,୧୮/୮(ଏସ ଏସ ନିଉଜ) ଜଙ୍ଗଲରେ ମାଟି ଅତଡ଼ା ଧସି ୨ଜଣ ମୃତୁବରଣ କରିଥିବାବେଳେ ୩ ଜଣ ଆହତ ହୋଇଛନ୍ତି ।ବୈପାରୀଗୁଡ଼ା ଗୁପ୍ତେଶ୍ୱର ଅଞ୍ଚଳର ମାଳିପଦର ଜଙ୍ଗଲରେ ଏହି ଅଘଟଣ ଘଟିଛି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଲାଗି ମଙ୍ଗଳବାର ଠାରୁ ଯାଇଥିଲେ ୫ ଜଣ । ବର୍ଷା ଲାଗି ରହିବାରୁ ଜଙ୍ଗଲର ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ ।ଆଶ୍ରୟ ନେଇଥିବା ବେଳେ ଗୁମ୍ଫାରେ ମାଟିଅତଡ଼ାଖସିପଡ଼ିବାରୁ ଏଭଳି ଅଘଟଣ ଘଟିଥିଲା ।

Leave A Reply

Your email address will not be published.