ମାଟିତଳୁ ମିଳିଲା ଗଙ୍ଗାଦେବୀଙ୍କ ମୂର୍ତ୍ତି

0 136

ଚିତ୍ର‌କୋଣ୍ଡା,୧୯।୩(ଏସଏସ ନିଉଜ) ଚିତ୍ରକୋଣ୍ଡାର ପଞ୍ଜାବୀ ଛକସ୍ଥିତ ତିରୁପତି ବାଲାଜୀ ଓ ଜଗନ୍ନାଥ ମନ୍ଦିର ପରିସରରେ ଘଟିଥିବା ଏକ ଅଲୌକିକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ମନ୍ଦିର ପୂଜକ ରବିଶାସ୍ତ୍ରୀଙ୍କ ସ୍ବପ୍ନାଦେଶକ୍ରମ‌େ ମନ୍ଦିର ପରିସରକୁ ୭ ଫୁଟ ଖୋଳିବା ପରେ ଗଙ୍ଗାମାତା ଏକ ମୂର୍ତ୍ତି ବାହାରିଛି ।ଧାର୍ମିକ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଳ କୀର୍ତ୍ତନ ସହ ଶଙ୍ଖ ଧ୍ବନୀ ଓ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି।

Leave A Reply

Your email address will not be published.