ମସଜିଦରେ ବିସ୍ଫୋରଣ!

0 144

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ବିସ୍ଫୋରଣ ହୋଇଛି ।ବିସ୍ଫରଣରେ ପାଖାପାଖି ୨୦ମୃତ୍ୟୁବରଣ କରିଥିବାବେଳେ ୪୦ ଆହତ ହୋଇଥିବା ସୂଚନା ମିଳିଛି ।

 

 

Leave A Reply

Your email address will not be published.