ଆଉ ଏକ ଗୁଳିବିଦ୍ଧ ଦନ୍ତା

0 133

ନରସିଂହପୁର, ୧୮/୮(ଏସଏସନିଉଜ) ନରସିଂହପୁରରେ ଆଉ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଛି ।ଚତରାପଦା ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା ।ଦନ୍ତା ଦେହରେ ୩ଟି ଗୁଳି ବାଜିଥିବା ସ୍ଥାନୀୟ ଲୋକଙ୍କଠାରୁ  ସୂଚନାମିଳିଛି ।ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ ।

Leave A Reply

Your email address will not be published.