ମାଟି ଭିତରୁ ଘଂଟାଏ ପରେ ଉଦ୍ଧାର ହେଲେ ଯୁବକ

0 178

ଆନନ୍ଦପୁର, ୨୬/୫(ଏସଏସନିଉଜ) କଇନିପୁରା ପାର୍ଶ୍ବରେ ପାଇପଲାଇନ୍ କାମ ଚାଲିଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିବାରୁ ଏକ ଘରୋଇ କମ୍ପାନିର ପଶ୍ଚିମବଙ୍ଗର ଅଝମତ ଅଲ୍ଲୀ ନାମକ ଶ୍ରମିକ ପୋତି ହୋଇଯାଇଥିଲେ। ଗତକାଲି ଅପରାହ୍ନ ପ୍ରାୟ ୫.୪୫ ସମୟରେ ଏହି ଘଟଣା ଘଟିଥିଲା । ଅଝମତ ଅଲ୍ଲୀ ଙ୍କର କେବଳ ବାହାରକୁ କେବଳ ମୁଣ୍ଡ ଦେଖା ଯାଉଥିଲା।ଖବରପାଇ ସ୍ଥାନୀ ଗ୍ରାମବାସୀମାନେ ପହଁଚିବା ସହ ଘସିପୁରା ଅଗ୍ନିଶମ ବାହିନୀ କୁ ଖବରଦେଇଥିଲେ । ଅଗ୍ନିଶମ ବାହିନୀ କମ୭ଚାରୀମାନେ ଆସି ତାଙ୍କୁ ଉଦ୍ଧାର କରିବା ସହ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.