ମାଟିତଳୁ ବିପୁଳ ମାଓସାମଗ୍ରୀ ଜବତ

0 116

ମାଲକାନଗିରି, ୬/୮(ଏସଏସନିଉଜ) ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଜଙ୍ଗଲରୁ ମାଟି ତଳୁ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।ଏଥିମଧ୍ୟରେ ୨ଟି ବନ୍ଧୁକ, ବିସ୍ଫୋରକ ପ୍ରସ୍ତୁତ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ରହିଛି । ବିଏସ୍ଏଫ୍, ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନ୍ ବେଳେ ଏହାକୁ ଠାବ କରିଥିଲେ ।

Leave A Reply

Your email address will not be published.