ମାଟ୍ରିକପିଲାଙ୍କୁ ମହୁମାଛି ଆକ୍ରମଣ

0 98

କେନ୍ଦୁଝର,୧୩ା୩(ଏସଏସନିଉଜ) ହରିଚନ୍ଦନପୁର ବାଳିକା ଉଚ୍ଚବିଦ୍ୟାଳୟରେ ମାଟ୍ରିକପରୀକ୍ଷା ଦେବାକୁ ଯାଉଥିବା ୫୦ରୁ ଉର୍ଦ୍ଧ୍ଵ ପିଲା ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି ।ମହୁମାଛି ଆକ୍ରମଣରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।

 

Leave A Reply

Your email address will not be published.