ମେ ମାସରେ ୧୩ଦିନ ବ୍ୟାଙ୍କ ବନ୍ଦ

0 452

ଭୁବନେଶ୍ୱର,୨୩/୪(ଏସ ଏସ ନିଉଜ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ମେ’ ମାସରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ ।୧ ମେ’ ୨୦୧୧ – ଶ୍ରମ ଦିବସ, ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । ଅନେକ ରାଜ୍ୟରେ ଛୁଟି ।୩ ମେ’ ୨୦୨୨- ଇଦ୍-ଉଲ୍-ଫିତର, ବସଓ୍ବା ଜୟନ୍ତୀ (କର୍ଣ୍ଣାଟକ) ।୪ ମେ’ ୨୦୨୨ – ଇଦ୍-ଉଲ୍-ଫିତର (ତେଲେଙ୍ଗାନା) ।୯ ମେ’ ୨୦୨୨ – ଗୁରୁ ରବୀନ୍ଦ୍ରନାଥ ଜୟନ୍ତୀ (ପଶ୍ଚିମବଙ୍ଗ ଏବଂ ତ୍ରିପୁରା) ।୧୪ ମେ’ ୨୦୨୨ – ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟି ।୧୬ ମେ’ ୨୦୨୨ – ବୁଧ ପୂର୍ଣ୍ଣିମା ୨୪ ମେ’ ୨୦୨୨ – କାଜୀ ନଜାରୁଲ ଇସମାଲ ଜନ୍ମଦିନ (ସିକ୍କିମ) ।୨୮ ମେ’ ୨୦୨୨ – ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ।ସପ୍ତାହାନ୍ତ ଛୁଟିଦିନ- ୧ ମେ’ ୨୦୨୨ – ରବିବାର ।୮ ମେ’ ୨୦୨୨ – ରବିବାର ।୧୫ ମେ’ ୨୦୨୨ – ରବିବାର ।୨୨ ମେ’ ୨୦୨୨ – ରବିବାର ।୨୯ ମେ’ ୨୦୨୨ – ରବିବାର ।

 

Leave A Reply

Your email address will not be published.