ମାଛ ଜାଲରୁ ଊଦ୍ଧାର ହେଲା ଅଜଗର

0 202

ବ୍ରହ୍ମପୁର, ୧୩/୧୧(ଏସଏସନିୟୁଜ) ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ନିକଟରେ ଥିବା ଡି୍ ସନ୍ ହେଚେରୀ ପରିସରରେ ମାଛ ଜାଲରେ ପଡିଥିବା ୪ଫୁଟଲମ୍ବର ଅଜଗର ସାପକୁ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରୁ ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ଅଜଗର ସାପଟି ପଡି ଛନ୍ଦି ହୋଇ ବାହାରିବାକୁ ଚେଷ୍ଟା କରି ସାପଟି ବିଫଳ ହୋଇଥିଲା । ହେଚେରୀ ମ୍ୟାନେଜରଙ୍କଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନର ଦୁଇଜଣ ସଦସ୍ୟ ଆସି ସାପଟିକୁ ଜାଲରୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.