ମେଡିକାଲରେ ମାଡ଼ିଗଲା ଆମ୍ବୁଲାନ୍ସ

0 277

ଭଦ୍ରକ, ୧/୬(ଏସଏସନିଉଜ) ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ମାଡ଼ିଗଲା ଆମ୍ବୁଲାନ୍ସ ।ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଟିକେଟ୍ କାଟୁଥିବା ଲୋକଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ହସ୍ପିଟାଲ କାମରେ ନିୟୋଜିତ ଥିବା ବୋଲେରୋଟିକୁ ଷ୍ଟାର୍ଟ କରୁ କରୁ ଆଗକୁ ମାଡିଯାଇଥିଲା । ଆମ୍ବୁଲାନ୍ସ ଧକ୍କାରେ ଜଣେ ରୋଗୀ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ ଶିଶୁକୁ ନେଇ ୮ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ ୩ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.