ମେଣ୍ଢାଶାଳରେ ପୋଷଣଦିବସ ପାଳନ

0 272

ବାରଙ୍ଗ,୧୦/୯ (ଏସଏସ ନିଉଜ) ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଓ ଏମ୍ସ ସ୍ୱାସ୍ତ୍ୟ ସଂସ୍ଥା ଆନୁକୂଲ୍ୟ ରେ ଶନିବାର ଦିନ ମେଣ୍ଢାଶାଳ ପଂଚାୟତ ସଭାଗୃହରେ ପୋଷଣ ଦିବସ ପାଳିତ ହୋଇ ଯାଇଛି।ସରମ୍ପଚ କୌଶଲ୍ୟା ବଳିଆରସିଂଙ୍କ ସଭା ପତିତ୍ୱରେ ଅନ୍ୟଷ୍ଟିତ ଉସବରେ ଏମ୍ସ ର ପ୍ରଫେସର ଡ଼.ବିନୋଦ କୁମାର ପାତ୍ର, ସହକାରୀ ପ୍ରଫେ ସର ଡ଼.ପ୍ରିୟ ମାଧବ ବେହେରା ଅତିଥି ଭାବେ ଯୋଗଦେଇ ଥିଲେ।ମହିଳା ମାନଙ୍କ ମଧ୍ୟରେ ମାତୃ ଓ ଶିଶୁ ମାନଙ୍କପାଇଁ ଉଦିଷ୍ଟ ପୋଷଣ ଖାଦ୍ୟଗ୍ରହଣ ଉପରେ ଗୁରୁତ୍ୱ ଗ୍ରାମପଞ୍ଚାୟତ ରେ ଥିବା ୩୦ଗୋଟି ସ୍ୱୟଂସହା ୟକ ଗୋଷ୍ଟିର ସଭ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଥିଲା।କୃତି ପ୍ରତିଯୋଗିଙ୍କୁ ମାନ ପତ୍ର ପ୍ରଦାନ କରାଯାଇ ଥିଲା। ଏଥିରେ ସ୍ୱୟଂ ସହାୟକ ଗୋଷ୍ଟି, ଆଶା କର୍ମୀ, ଅଙ୍ଗନ ବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ ।ଡ଼. ଓମେନ ପ୍ରଧାନ, ଡ଼. କାଜଲ ଦାସ ଏହାକୁ ପରିଚାଳ ନା କରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.