ଆଠଗଡ଼,୨୭/୭(ଏସ ଏସନିଉଜ)ସମ୍ବଲପୁରରେ ମହାନଦୀକୁ ଡେଇଁ ନିଖୋଜ ଛାତ୍ରୀଙ୍କ ମିଳିଲା ମୃତଦେହ।୪ ଦିନ ପରେ ମିଳିଲା ନିଖୋଜ ୯ମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ।ଆଠଗଡ଼ କନ୍ଦରପୁର ମହାନଦୀ ପଠାରୁ ମୃତଦେହ ଉଦ୍ଧାର କଲା ପୋଲିସ।ବ୍ରିଜ ଉପରେ ସାଇକେଲ, ବ୍ୟାଗ୍ ରଖି ନଦୀକୁ ଡେଇଁଥିଲେ ଛାତ୍ରୀ।

Prev Post