ମନୀଷ ଅନୁରାଗ ମୃତ୍ୟୁ ଘଟଣା- ଗୁମର ଖୋଲୁଛି ପୁଲିସ

0 168

ଭୁବନେଶ୍ବର, ୧୪/୧୦(ଏସଏସନିୟୁଜ) ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସହ ଗୁମର ଖୋଲୁଛି ପୁଲିସ । ମୃତଦେହ ଉଦ୍ଧାର ସ୍ଥାନପାଖରେ ଥିବା ସିସିଟିଭି ଯାଂଚ କରୁଛି ପୋଲିସ । ସାଙ୍ଗମାନଙ୍କ ସହ ବାରରେ ଖାଇସାରିବାପରେ ବିଲ ହୋଇଥିବା ୩୫ହଜାରେ ଟଙ୍କାକୁ ଦେବାକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।ଫଳରେ ଉକ୍ତ ଟଙ୍କା ପରିଷୋଧ କରିବାନିମନ୍ତେ ବାର କର୍ମଚାରୀ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ।ଏହାପରେ ଘରୁ ଟଙ୍କା ମଗାଇ ଖାଇବା ବିଲ ପରିଷୋଧ କରିବାପରେ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ ମନୀଷ ।

Leave A Reply

Your email address will not be published.