ନଦିଆ ସଂକୀର୍ତନ ମଣ୍ଡଳୀର ୩୭ ତମ ବାର୍ଷିକ ଅଷ୍ଟପହାରୀ ନାମଯଂଜ୍ଞ

0 319

ଚୌଦାର,୧୬/୧(ଏସ ଏସ ନିୟୁଜ) ବନ୍ଦାଳ ଗ୍ରାମରେ   ନଦିଆ ସଂକୀର୍ତନ ମଣ୍ଡଳୀ ର   ୩୭ ତମ ବାର୍ଷିକ ଅଷ୍ଟ ପହାରୀ ନାମଯଂଜ୍ଞ ଶେଷ ହୋଇଛି।ଏହି ଅଷ୍ଟ ପ୍ରହରୀ ନାମ ଯଂଜ୍ଞ ରେ ବିଭିନ୍ନ ଅଞ୍ଚଳ ର ତଥା ଵାଣିପଦା, ଚାଙ୍ଗୁଡ଼ିଆ, ଚରାଭଉଁରୀ, ବଡ଼ସାମନ୍ତରାପୁର, ଢ଼ୀଅ ଉପର ଓ ଚଣ୍ଡିଖୋଲ ଆଦି ସଂକୀର୍ତନ ମଣ୍ଡଳୀ ମାନେ ଯୋଗଦାନ କରିଥିଲେ । ଆମ ଦେଶ, ରାଜ୍ୟ ଓ ଗ୍ରାମ ରୁ କୋରନା କୁ ଦୂର କରିବା ପାଇଁ ଗ୍ରାମ ବାସୀ ମାନଙ୍କ ତରଫରୁ ଏକ  ଶାନ୍ତି ପୁର୍ଣ ଯଂଜ୍ଞ ମଧ୍ୟ କରାଯାଇଛି । ବନ୍ଦାଳ ଗ୍ରାମ ର ହୃଦାନନ୍ଦ ନାୟକ ଓ ଧୀରେନ୍ଦ୍ର ନାୟକ ଙ୍କ ପରିଚାଳନା ଦ୍ୱାରା ପରିସମାପ୍ତି ହୋଇଛି । ଏହି କାର୍ଯ୍ୟକର୍ମ ରେ ଗ୍ରାମ ର ସଂକୀର୍ତନ ଭାଇ ମାନେ ଯୋଗ ଦାନ କରିଥିଲେ । ବାବାଜୀ ନାୟକ, ପୀତବାସ ନାୟକ, ବିପିନି ନାୟକ, ଯୁଧିଷ୍ଟିର ନାୟକ, ମହେଶ୍ୱର ନାୟକ, ନିରଞ୍ଜନ ନାୟକ, ଚିତ୍ତ ରଞ୍ଜନ ନାୟକ, ଶରତ ନାୟକ, ଚତୃଭୁଜ ନାୟକ, ଅକ୍ଷୟ ନାୟକ ଭଜମନ ନାୟକ, ବିଷ୍ଣୁଚରଣ ନାୟକ, ହେମନ୍ତ ନାୟକ, ଅଶୋକ ନାୟକ, ରବୀନ୍ଦ୍ର ନାୟକ, ସୁଶାନ୍ତ ନାୟକ, ସରୋଜ ସାହୁ, ପ୍ରଶାନ୍ତ ନାୟକ, ବିଜୟ ନାୟକ, କୁନୁମୁନୁ ନାୟକ, ଶ୍ରୀକାନ୍ତ ନାୟକ, ପ୍ରବିତ୍ର ନାୟକ, ଦୀପକ ନାୟକ, କ୍ଷୀରୋଦ ନାୟକ, ଗୋବିନ୍ଦ ନାୟକ, ବିଚିତ୍ର ନାୟକ, ବସୁଦେବ ନାୟକ, ଶ୍ରୀମନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମ ର ସମସ୍ତଙ୍କୁ ବୁଦ୍ଧି ଯିବି ମାନେ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.