ମୃତ୍ୟୁବରଣ କଲା ସାରଙ୍ଗା

0 304

ବାରଙ୍ଗ,୧୩/୧୧(ଏସ୍‌ଏସ୍‌ନିୟୁଜ) ପ୍ରାଣୀଉଦ୍ୟାନ ନନ୍ଦନକାନନର ପକ୍ଷୀସରଣୀରେ ଥିବା ଏକ ସାରଙ୍ଗା ପକ୍ଷୀଶୁକ୍ରବାରଦିନ ମୃତ୍ୟୁବରଣ କରିଛି । ମୃତ୍ୟୁର ପକୃତ କାରଣ ଜଣାପଡିନଥିବା ବେଳେ କର୍ମଚାରୀମାନେ ପକ୍ଷୀଶାଳର ସପା କରିବାକୁ ଭିତରକୁ ପଶିଥିବାବେଲେ ସାରଙ୍ଗା ପକ୍ଷୀଟି ମରିପଡିଥିବାର ଦେଖିବାକୁ ପାଇଥିଲେ । ତେବେ ଏହାର ମୃର‌୍ୟୁ ପରେ ଏହି ପ୍ରଜାତି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇ ୨୫ରେ ପହଁଚିଥିବାର ଜଣାପଡିଛି ।ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ ।

 

Leave A Reply

Your email address will not be published.