ମୃତ୍ୟୁର କାରଣ ଖୋଜୁଛି ଶିକ୍ଷାବିଭାଗ

0 148

ଢେଙ୍କାନାଳ,୧୫/୧୧(ଏସଏସନିଉଜ) କଙ୍କଡାହାଡ଼ବ୍ଳକ ଡଙ୍ଗାପାଳ କସ୍ତୁରବାଗାନ୍ଧୀ ବାଳିକାବିଦ୍ୟାଳୟର ଷଷ୍ଠ ଶ୍ରେଣୀରଛାତ୍ରୀ ଲଷ୍ମୀ ମୁଣ୍ଡାଙ୍କର(୧୨) କାମାକ୍ଷାନଗରମେଡ଼ିକାଲରେ ମୃତ୍ୟୁହୋଇଛି।ଲଷ୍ମୀ ଛାତ୍ରୀନିବାସରେ ରହିଥିବାବେଳେ ସକାଳେ ଅସୁସ୍ଥହେବାରୁ ତାଙ୍କୁ ମେଡ଼ିକାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କଙ୍କଡାହାଡ଼ବ୍ଲକ ଶିକ୍ଷାଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭକରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡିନାହିଁ ।

 

 

 

 

Leave A Reply

Your email address will not be published.