ମୁକୁଳା ଡ୍ରେନ୍ ରେ ଚାଲିଗଲା ଜୀବନ

0 205

ପୁରୀ, ୧୮/୫(ଏସଏସନିଉଜ) ସ୍ଲାବ୍ ଉଠାଯାଇ ଡ୍ରେନ୍ ସଫା ହେଲା ।ପରେ ଆଉ ସ୍ଲାବ୍ ପଡିଲାନାହିଁ ।ଏହି ମୁକୁଳା ଡ୍ରେନଦେଇ ଯାଉଥିବାବେଳେ ଜଣେ ଯୁବକ ଡ୍ରେନରେ ପଡ଼ି ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ଡ୍ରେନରେ ମୃତଦେହ ପଡ଼ିରହିଛି ।ଏହି ଅଘଟଣ । ପୁରୀ ମାର୍କେଟ ଛକ ନିକଟରେ ଘଟିଛି ।

Leave A Reply

Your email address will not be published.