ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

0 320

କଟକ,୨୦/୧( ଏସ ଏସ ନିୟୁଜ)କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ୨ ଯୁବକ ହାତ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରେ କେହି ନ ଥିବା ସୁଯୋଗ ନେଇ ଯୁବକଜଣକ ନିଜ ସାଙ୍ଗ ସହ ଆସି ଏପରି ପାଶବିକ ଅତ୍ୟାଚାର କରିଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.