ନଦୀକୁ ଖସିଲା ବସ୍

0 303

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଜାମ୍ମୁ କାଶ୍ମୀରରେ ନଦୀକୁ ଖସିପଡିଲା ବସ୍।ଯାହାଫଳରେ ୪ ITBP ଯବାନ ସହିଦ ହୋଇଛନ୍ତି ।ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିପଡିଥିଲା ବସ୍।୩୭ ITBP ଯବାନ ଓ ୨ ପୋଲିସକୁ ନେଇ ଯାଉଥିଲା ବସ୍ ।ଅମରନାଥ ଯାତ୍ରା ପାଇଁ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।

Leave A Reply

Your email address will not be published.