୧୯ରେ ପୁଣି ଆସୁଛି ଲଘୁଚାପ

0 157

ଭୁବନେଶ୍ୱର,୧୬/୮(ଏସଏସନିଉଜ)ଆସୁଛି ଆଉ ଏକ ଲଘୁଚାପ । ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ ।୧୯ରେ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଲଘୁଚାପ । ୧୮ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା । ୧୮ ରେ ଉପୂକଳରେ ପ୍ରବଳ ବର୍ଷା ହେବାସହ ୧୯ରେ ବଢ଼ିବ ବର୍ଷାର ପରିମାଣ । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.