ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍ !

0 220

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଭୁବନେଶ୍ୱରରେ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସସ୍ପେଣ୍ଡ ହେବାରୁ ଆଶଙ୍କା ଦେଖାଦେଇଛି । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ କାରଣରୁ ସସ୍ପେଣ୍ଡ କଲା ଫିଫା । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ନିୟମ ଉଲ୍ଲଙ୍ଘନ ଅଭିଯୋଗ ।ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଅବଗତ କଲା ଫିଫା । ଅକ୍ଟୋବର ୧୧ରୁ ୩୦ ଯାଏଁ ବିଶ୍ୱକପ ଆୟୋଜନ ହେବାର ଥିଲା ।

Leave A Reply

Your email address will not be published.