ନଦୀକୁ ଖସିପଡିଲା କାର

0 367

ମାଲକାନଗିରି,୨୪/୬(ଏସଏସନିୟୁଜ) ଆଜି ସକାଳେ ମାଲକାନଗିରି ଜିଲ୍ଲା ପାଙ୍ଗମ ନଦୀରେ ଏକ ସୁଇଫ୍ଟ କାର ଖସିପଡିଛି ।ଓଡି ୧୫ବି ୧୧୫୫ନଂ କାରରେ ଜଣେ ଷ୍ଟାଫ ନର୍ସ ମାଲକାନଗିରି ଜିଲ୍ଲାରେ ଯୋଗ ଦେବା ପାଇଁ ନିଜ ସ୍ୱାମୀ ଓ ଦୁଇ ଛୁଆ ଙ୍କୁ ନେଇ ଭୁବନେଶ୍ୱରରୁ ଆସୁଥିଲେ । ପାଙ୍ଗମ ନଦୀ ପୋଲ ନିକଟରେ ଡ୍ରାଇଭର ର ଆଖି ପଡି ଯିବାରୁ ଭାରସାମ୍ୟ ହରାଇ ନଦୀ ଭିତରକୁ ପ୍ରାୟ ତିରିଶ ଫୁଟ ତଳକୁ ଖସିଯାଇଥିଲା ।ଏହି ସମୟରେ ନଦୀରେ ଗାଧୋଇଉଥିବା ଯୁବକମାନେ ସେମାନଙ୍କୁ ଉଦ୍ଧାରକରି ଚିକିସ୍‌।ପାଇଁ ମାଥିଲି ମେଡିକାଲ କୁ ପଠାଇଥିଲେ ।

Leave A Reply

Your email address will not be published.