ନଦୀପଠାରୁ ଉଦ୍ଧାରହେଲା ଯୁବତୀଙ୍କ ରକ୍ତାକ୍ତମୃତଦେହ

0 171

ବରଗଡ଼, ୬ା୯(ଏସଏସନିଉଜ)ଭଟଲିଥାନା ଭଡିଗାଁଜୀରା ବ୍ରିଜ୍ ନିକଟରୁ ଜଣେ ଅଚିହ୍ନା ଯୁବତୀର ରକ୍ତାତ ମୃତଦେହକୁ ଠାବ କରିଛି ପୋଲିାସ । ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିବାପରେ କଥା ପ୍ରଘଟ ହୋଇଥିଲା ଦେଖଣାହାରୀଙ୍କ ଭୀଡ ଲାଗିଥିଲା ।ଏହାସହ ବ୍ରିଜଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଯାହାଫଳରେ କେହି ଯୁବତୀଙ୍କୁ ହତ୍ୟାକରି ନଦୀ ତଳେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.